ପୁଷ୍ପ ମାସ Pushpa māsa

  • ସଂ. ବି—(ମ. ପ. ଲୋ; ପୁଷ୍ପୋଦ୍ଗମ ହେବା ମାସ) — ମଧୁ ମାସ; ଚୈତ୍ର ମାସ — The month of Chai̱tra
  • ସଂ. ବି—(ମ. ପ. ଲୋ; ପୁଷ୍ପୋଦ୍ଗମ ହେବା ମାସ) — ବସନ୍ତ କାଳ — The spring time