ପୁଷ୍ପ ଭୂଷଣ Pushpa bhūshaṇa
- ସଂ. ବି. (ତୃତୀୟା ତତ୍; ପୁଷ୍ପ+ଭୂଷଣ) — ଫୁଲରେ ମଣ୍ଡଣି ହେବା — Flower decoration; bedecking oneself with flowers; adorning the body with flowers
- ସଂ. ବି. (ତୃତୀୟା ତତ୍; ପୁଷ୍ପ+ଭୂଷଣ) — ( 6 ଷ୍ଠୀ ତତ୍) ପୁଷ୍ପ ଦ୍ୱାରା ରଚିତ ଅଳଙ୍କାର — (6ଷ୍ଠୀ ତତ୍) ପୁଷ୍ପ ଦ୍ୱାରା ରଚିତ ଅଳଙ୍କାର—. Ornaments made of flowers instead of gold and jewellery