ପୁଷ୍ପ ବୃଷ୍ଟି Pushpa bṛushṭi

  • ସଂ. ବି. ( 6 ଷ୍ଠୀ ତତ୍; ପୁଷ୍ପ+ବୃଷ୍ଟି) — ଶୂନ୍ୟରୁ ବା ଉପରରୁ ବର୍ଷିଲା ପରି ଫୁଲ ପଡ଼ିବା — The raining or showering of flowers on a person from above or the sky
  • ସଂ. ବି. ( 6 ଷ୍ଠୀ ତତ୍; ପୁଷ୍ପ+ବୃଷ୍ଟି) — [ଦ୍ର—ପୂର୍ବେ ଦେବତାମାନେ କୌଣସି ବ୍ୟକ୍ତି ଉପରେ ସନ୍ତୁଷ୍ଟ ହେଲେ ତା ଉପରେ ଆକାଶରୁ ପୁଷ୍ପବୃଷ୍ଟି କରୁଥିଲେ। ଏବେ କୋଠା ଉପରେ ଚଢ଼ି ଲୋକେ ତଳେ ଯାଉଥିବା ବ୍ୟକ୍ତି ଉପରେ ଫୁଲ ପକାଉ ଅଛନ୍ତି।]