ପୁଷ୍ପ ବିଷ Pushpa bisha
- ସଂ. ବି. (ବୈଦ୍ୟକ) — ଆୟୂର୍ବେଦୋକ୍ତ ପାଞ୍ଚ ପ୍ରକାର ବିଷାକ୍ତ ଫୁଲ (ଜ୍ଞାନେନ୍ଦ୍ର) — Five poisonous flowers, mentioned in the āyurbeda
- ସଂ. ବି. (ବୈଦ୍ୟକ) — [ଦ୍ର—ବେତ୍ର, କଦମ୍ବ, ବଲ୍ଲିଜ, କରମ୍ଭ ଓ ମହାକରମ୍ଭ ଏମାନ— ଙ୍କର ଫୁଲ ବିଷାକ୍ତ ଅଟେ ଓ ଏହା ଖାଇଲେ ପେଟ ଫାମ୍ପି ବାନ୍ତି ଓ ମୂର୍ଚ୍ଛା ହୁଏ।]