ପୁଷ୍ପ ଫଳ Pushpa phaḻa

  • ସଂ. ବି. (ବହୁବ୍ରୀହି; ପୁଷ୍ପ+ଫଳ) — କଇଥ; କପିତ୍ଥ — The wood apple
  • ସଂ. ବି. (ବହୁବ୍ରୀହି; ପୁଷ୍ପ+ଫଳ) — ପାଣିକଖାରୁ; ବୋଇତି କଖାରୁ ଓ ଲାଉ; କୁଷ୍ମାଣ୍ଡ ଲତା — The pumpkin and gourd (creepers); Benin Cassa; Cerifera
  • ସଂ. ବି. (ବହୁବ୍ରୀହି; ପୁଷ୍ପ+ଫଳ) — (ଦ୍ୱନ୍ଦ୍ୱ) ଫୁଲ ଓ ଫଳ — Flower and fruit