ପୁଷ୍ପ ପତ୍ର Pushpa patra

  • ସଂ. ବି. ( 6 ଷ୍ଠୀ ତତ୍; ପୁଷ୍ପ+ପତ୍ର) — ଫୁଲର ପାଖୁଡ଼ା — The petals of a flower
  • ସଂ. ବି. ( 6 ଷ୍ଠୀ ତତ୍; ପୁଷ୍ପ+ପତ୍ର) — (ଦ୍ୱନ୍ଦ୍ୱ) ଫୁଲ ଓ ପତ୍ର — The flower and the leaf