ପୁଷ୍ପ ଜୀବୀ Pushapa jībī

  • ସଂ. ବି. ପୁଂ. (ପୁଷ୍ପ +ଜୀବ ଧାତୁ+ଇନ୍; 1 ମା. 1 ବ.) — ପୁଷ୍ପ ବ୍ୟବସାୟୀ; ଫୁଲୁରା; ମାଳୀ — A flower gardener