ପୁଷ୍ପ ଚାମର Pushpa chāmara

  • ସଂ. ବି. (ବହୁବ୍ରୀହି; ପୁଷ୍ପ ଅଟେ ଚାମର ପରି ଯାହାର) — ଦମନକ ବା ଦଅଣା ଗଛ — Artemesia; a fragrant plant
  • ସଂ. ବି. (ବହୁବ୍ରୀହି; ପୁଷ୍ପ ଅଟେ ଚାମର ପରି ଯାହାର) — କେତେକ ବୃକ୍ଷ; କିଆ ଓ କେତକୀ ଗଛ — Pandenus; odoratissinus; Indian screwpine