ପୁଷ୍କର ମୂଳ Pushkara mūḻa
- ସଂ. ବି. (ବୈଦ୍ୟଶାସ୍ତ୍ର) — ପୁଷ୍କର ଦେଶୀୟ ଔଷଧିବିଶେଷ; କାଶ୍ମୀର ଦେଶ ପ୍ରସିଦ୍ଧ ପାତାଳ ପଦ୍ମିନୀ — The root of Alpotaxis Auriculata
- ସଂ. ବି. (ବୈଦ୍ୟଶାସ୍ତ୍ର) — [ଦ୍ର—ବାୟୁ, କଫ, ଶ୍ୱାସ, ଶୋଥ, ଅରୁଚି ବାତଶ୍ଳୈଷ୍ମିକଜ୍ୱର ଓ ପାଣ୍ଡୁ ରୋଗରେ ଏହା ଉପକାରୀ। ଏହାର ଅଭାବରେ କୁଢ଼ ବ୍ୟବହାର କରାଯାଏ।]