ପୁଳାଇବା Puḻāibā

  • ଦେ. କ୍ରି—(ସଂ. ପୁଳ୍ ଧାତୁ) — ପୃଥକ୍ ପୃଥକ୍ ପୁଳାରେ ରଖିବା — To divide and put in separate bundles
  • ଦେ. କ୍ରି—(ସଂ. ପୁଳ୍ ଧାତୁ) — ହାତରେ ଏକ ଏକ ମୁଠା କରି ଛିଣ୍ଡାଇବା — To pluck or pull a thing by successive clasps of the palm