ପୁଲିସ୍ ଗୋଇନ୍ଦା Pulis goindā

  • ବୈଦେ. ବି. (ଇଂ. ପୁଲିସ୍+ଫା. ଗୋଇନ୍ଦା) — ଅପରାଧ ସମ୍ବନ୍ଧେ ପୁଲିସଙ୍କୁ ସାହାଯ୍ୟ କରିବା ନିମନ୍ତେ ଗୁପ୍ତଚର — Police spy; Police informer