ପୁଲିସ୍ ଗାଡ଼୍ Pulis gāḍ

  • ବୈଦେ. ବି. (ଇଂ) — ସରକାରୀ ତହବିଲ ବା ଅପରାଧୀ ବା କଏଦୀମାନଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା ସମୟରେ ତାଙ୍କୁ ରକ୍ଷା କରିବାକୁ ନିଯୁକ୍ତ ପୁଲିସ ଦଳ — Police guard; a posse of constables