ପୁଲିସ୍ କେଶ୍ Pulis keṡ

  • ବୈଦେ. ବି. (ଇଂ) — ଯେଉଁ ମକଦ୍ଦମାକୁ ପୁଲିସ ନିଜେ ବିଚାର ନିମନ୍ତେ ହାକିମଙ୍କ ନିକଟକୁ ପଠାଇ ଥାଆନ୍ତି — Police case
  • ବୈଦେ. ବି. (ଇଂ) — ଯେଉଁ ମକଦ୍ଦମାରେ ମାଜିଷ୍ଟ୍ରେଟଙ୍କ ହୁକୁମ ନ ପାଇ କରି ମଧ୍ୟ ପୁଲିସ ଆସାମୀକୁ ଗିରଫଦାର କରି ବିଚାର ନିମନ୍ତେ ପଠାଇ ପାରନ୍ତି — Warrant case; case cognisable by the police