ପୁଲିସ ତଲାସ Pulis talāsa

  • ବୈଦେ. ବି. (ଇଂରାଜି ପୁଲିସ+ତୁର୍କି ତଲ୍ଲାସ) — ପୁଲିସ କର୍ମଚାରୀଙ୍କଦ୍ୱାରା ଅପରାଧଘଟିତ ବସ୍ତୁ ବା ବ୍ୟକ୍ତି ପାଇଁ କୌଣସି ଗୃହ ଖୋଜାଯିବା — House-search by the Police