ପୁଲିନ୍ଦ Pulinda
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — ମ୍ଳେଚ୍ଛ ଜାତି ବିଶେଷ; ଚୁଆଡ଼ — Barbarian, a caste of aborigines or wild tribes
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — [ଦ୍ର—ରାମାୟଣ, ମହାଭାରତ, ପୁରାଣ ଓ କାବ୍ୟରେ ଏ ଜାତିର ଉଲ୍ଲେଖ ଅଛି। ବିଶ୍ୱାମିତ୍ରଙ୍କ ଅଭିଶାପରେ ତାଙ୍କର କେତେକ ପୁତ୍ରଙ୍କଠାରୁ ପୁଲିନ୍ଦ, ଶବର ଆଦି ବର୍ବର ଜାତି ଉତ୍ପତ୍ତି ହୋଇଥିଲେ। କେହି କେହି ଏ ପ୍ରାଚୀନ ଜାତି ସିନ୍ଧୁ ପ୍ରଦେଶ ନିକଟରେ, କେହି କେହି ଗୁଜରାଟ ଓ ରାଜପୁତାନା ମଧ୍ୟରେ ବାସ କରୁଥିବାର କହନ୍ତି—ହି. ଶ।]
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — କନ୍ଧ ଜାତି — The Khonds of central India
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — ଝୁଣା ଲାଗି ହତ ହୋଇ ପୁଳିନ୍ଦ କୁଠାରେ— ରାଧାନାଥ—ମହାଯାତ୍ରା।
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — ଅବୋଧ୍ୟ ଭାଷା ବ୍ୟବହାର କରିବା ବଣୁଆ ଜାତି — A wild tribe using a jargon dialect
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — କେଳା — The fowler
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — ପୁଲିନ୍ଦ ଜାତିଙ୍କ ଦେଶ — The country inhabited by aborigines
- ସଂ. ବି—(ପୁଳ୍ ଧାତୁ+ଇନ୍ଦ) — କନ୍ଧମାଳ — The Khondmahals of Orissa