ପୁଲିନ୍ଦା Pulindā
- ଦେ. ବି. (ସଂ. ପୁଲ=ଗଦା; ରାଶି) — ବନ୍ଧା ହୋଇ ମୁଦା ହୋଇଥିବା କାଗଜର ତାଡ଼ା — A packet of papers bound into a bundle; bundle; parcel
- ଦେ. ବି. (ସଂ. ପୁଲ=ଗଦା; ରାଶି) — ଦାରୋଗା ଏବଂ ମୁନସୀଙ୍କ ରୋସମ ସହିତ ରିପୋର୍ଟ ପୁଲିନ୍ଦା ଥାନାକୁ ପଠାଗଲା—ଫକୀରମୋହନ. ଛମାଣ ଆଠଗୁଣ୍ଠ।
- ଦେ. ବି. (ସଂ. ପୁଲ=ଗଦା; ରାଶି) — ଲଫାପା; କାଗଜର ଖୋଳ — An envelope
- ଦେ. ବି. (ସଂ. ପୁଲ=ଗଦା; ରାଶି) — ବୋକଚା; ଗଣ୍ଠିରି — Bale; package
- ସଂ. ବି — ତାପ୍ତୀ ନଦୀର ଉପନଦୀବିଶେଷ (ହି. ଶ.) — Name of tributary of the Tāptī river