ପୁଲିକେଶି Pulikeṡi

  • ସଂ. ବି. (ନାମ) — ଦକ୍ଷିଣଭାରତରେ ରାଜତ୍ୱ କରୁଥିବା ଚାଲୁକ୍ୟ ବଂଶୀୟ ଦୁଇ ଜଣ ରାଜା — Name of two kings of the Chālukya dynasty ruling the Southern India
  • ସଂ. ବି. (ନାମ) — [ଦ୍ର—ପ୍ରଥମ ପୁଲିକେଶି ଖ୍ରୀଷ୍ଟ 6 ଷ୍ଠ ଶତାବ୍ଦୀରେ ପଲ୍ହବମାନଙ୍କ ରାଜଧାନୀ ବାତାପିପୁରୀକୁ ଜିତି ଦକ୍ଷିଣରେ ଚାଲୁକ୍ୟ ରାଜ୍ୟ ସ୍ଥାପନ କରିଥିଲେ। ଦ୍ୱିତୀୟ ପୁଲିକେଶି ଖ୍ରୀଷ୍ଟ 610 ରେ ସମଗ୍ର ଦାକ୍ଷିଣାତ୍ୟକୁ ଓ ମହାରାଷ୍ଟ୍ର ଦେଶକୁ ଆପଣା ରାଜ୍ୟଭୁକ୍ତ କରିଥିଲେ। ବାଣଭଟ୍ଟ ଏହାଙ୍କ ରାଜସଭାର ପଣ୍ଡିତ ଥିଲେ। ଏହାଙ୍କ ରାଜତ୍ୱ କାଳରେ ଚିନ୍ପରିବ୍ରାଜକ ଭାରତକୁ ଆସିଥିଲେ। ରାଜା ହର୍ଷବର୍ଦ୍ଧନ ସମଗ୍ର ଉତ୍ତରଭାରତ ଅଧିକାର କରି ଦକ୍ଷିଣ ଭାରତକୁ ଆକ୍ରମଣ କରିବାକୁ ଯାଇ ଏହାଙ୍କ ଦ୍ୱାରା ପରାସ୍ତ ହୋଇଥିଲେ— ହି. ଶ.] — [ଦ୍ର—ପ୍ରଥମ ପୁଲିକେଶି ଖ୍ରୀଷ୍ଟ6ଷ୍ଠ ଶତାବ୍ଦୀରେ ପଲ୍ହବମାନଙ୍କ ରାଜଧାନୀ ବାତାପିପୁରୀକୁ ଜିତି ଦକ୍ଷିଣରେ ଚାଲୁକ୍ୟ ରାଜ୍ୟ ସ୍ଥାପନ କରିଥିଲେ ଦ୍ୱିତୀୟ ପୁଲିକେଶି ଖ୍ରୀଷ୍ଟ610ରେ ସମଗ୍ର ଦାକ୍ଷିଣାତ୍ୟକୁ ଓ ମହାରାଷ୍ଟ୍ର ଦେଶକୁ ଆପଣା ରାଜ୍ୟଭୁକ୍ତ କରିଥିଲେ ବାଣଭଟ୍ଟ ଏହାଙ୍କ ରାଜସଭାର ପଣ୍ଡିତ ଥିଲେ ଏହାଙ୍କ ରାଜତ୍ୱ କାଳରେ ଚିନ୍ପରିବ୍ରାଜକ ଭାରତକୁ ଆସିଥିଲେ ରାଜା ହର୍ଷବର୍ଦ୍ଧନ ସମଗ୍ର ଉତ୍ତରଭାରତ ଅଧିକାର କରି ଦକ୍ଷିଣ ଭାରତକୁ ଆକ୍ରମଣ କରିବାକୁ ଯାଇ ଏହାଙ୍କ ଦ୍ୱାରା ପରାସ୍ତ ହୋଇଥିଲେ— ହି. ଶ.]