ପୁଲସ୍ତ୍ୟ Pulastya
- ସଂ. ବି. (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କରିବା +ଅ) — ବ୍ରହ୍ମାଙ୍କ ମାନସପୁତ୍ର, ସପ୍ତ ମହର୍ଷିଙ୍କ ମଧ୍ୟରୁ ଜଣେ — Name of one of the seven sages
- ସଂ. ବି. (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କରିବା +ଅ) — [ଦ୍ର—ଏ ବିଶ୍ରବାଙ୍କ ପିତା ଓ କୁବେର ଏବଂ ରାବଣଙ୍କର ପିତାମହ ଥିଲେ।
- ସଂ. ବି. (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କରିବା +ଅ) — ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର — One of the stars of the constellation; the great Bear; Phecds
- ସଂ. ବି. (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କରିବା +ଅ) — [ଦ୍ର—ନକ୍ଷତ୍ର ତଳେ ନୋଟ ଦେଖ।]
- ସଂ. ବି. (ପୁଲ=ମହତ୍+ସ୍ତ୍ୟେ ଧାତୁ=ଏକତ୍ର କରିବା +ଅ) — ଶିବ (ହି. ଶ.) — Ṡiba