ପୁର୍ ପୁର୍ Pur-pur

  • ଦେ. ଅ. — ପୁର୍ (ଦେଖ) — Pur (See)
  • ଦେ. ଅ. — (ଧ୍ୱନ୍ୟନୁକରଣ) (ଲୁଗା) ଜୀର୍ଣ୍ଣ ଓ ଟିକି ଟିକି ହୋଇ ଚିରି ଯାଇଥିବା — Worn out to shreds; ragged; tattered
  • ପ୍ରାଦେ. (ସମ୍ବଲପୁର). ଅ. — ବହୁ ପରିମାଣରେ — In great quantity