ପୁର୍ ପୁରିଆ Pur-puriā

  • ପ୍ରାଦେ. (ଗଡ଼ଜାତ). ବିଣ — ଉସୁଆଁ ହୋଇଥିବା ଯେଉଁ ଧାନକୁ କୁଟିବା ପୂର୍ବରୁ ଖରାରେ ଶୁଖାଇବା ଅବସ୍ଥାରେ ତହିଁର ଉପର ପ୍ରସ୍ଥ ଅତ୍ୟଧିକ ଭାବରେ ଶୁଖି ଯାଇଥାଏ — Par-boiled paddy of which the skin has peeled off