ପୁରୋହିତି Purohiti

  • ଦେ. ବି—(ସଂ. ପୌରୋହିତ୍ୟ) — ପୌରହିତ୍ୟ — The state of being the officiating priest
  • ଦେ. ବି—(ସଂ. ପୌରୋହିତ୍ୟ) — ପୁରୋହିତଙ୍କ କାର୍ଯ୍ୟ — Priestly function; priesthood