ପୁରୋଧା Purodhā

  • ସଂ. ବି—(ପୁରସ୍=ପ୍ରଥମେ+ଧା ଧାତୁ=ଧାରଣ କରିବା+ ଅସ୍; ପୁରୋଧସ୍ ଶବ୍ଦ; 1 ମା. 1 ବ) — ପୁରୋହିତ ଯଜ୍ଞାଦିରେ ମନ୍ତ୍ରାଦି ଉଚ୍ଚାରଣ କରିବା ବ୍ରାହ୍ମଣ — A priest officiating at sacrifices