ପୁରୋଇବା Puroibā

  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ପୃ ଧାତୁ) — ପୂରାଇବା (ଦେଖ) — Purāibā (See)
  • ଦେ. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ପୃ ଧାତୁ) — ରଖ ତୁ ମନରେ ପୁରୋଇ। ଯଶୋବନ୍ତ, ପ୍ରେମଭକ୍ତିଗୀତା।