ପୁରେ ପୁରେ Pure Pure

  • ଦେ. (ପଦ୍ୟ) କ୍ରି. ବିଣ — ପ୍ରତିପୁରରେ; ପ୍ରତିଗୃହରେ — In every house
  • ଦେ. (ପଦ୍ୟ) କ୍ରି. ବିଣ — କେ କହୁ ତପ ତାହାଙ୍କର ଆନନ୍ଦ କଲେ ପୁରେପୁର। ଜଗନ୍ନାଥ, ଭାଗବତ।