ପୁରୂବାସୁ Purūbasu

  • ସଂ. ବିଣ. (ପୁରୂ+ବସୁ ଯାହାର; ବହୁବ୍ରୀହି) — ମହାଧନୀ; ବହୁଧନଶାଳୀ — Very rich; rolling in riches