ପୁରୁଷାଦ୍ୟ Purushādya

  • ସଂ. ବି. ( 6 ଷ୍ଠୀ ତତ୍; ପୁରଷ+ଆଦ୍ୟ) — ଆଦି ପୁରୁଷ; ବିଷ୍ଣୁ — Bishṇu
  • ସଂ. ବି. ( 6 ଷ୍ଠୀ ତତ୍; ପୁରଷ+ଆଦ୍ୟ) — ଆଦିନାଥ ନାମକ ଜୈନବିଶେଷ — The name of a Jaina saint
  • ସଂ. ବି. ( 6 ଷ୍ଠୀ ତତ୍; ପୁରଷ+ଆଦ୍ୟ) — ରାକ୍ଷସ (ହି. ଶ.) — Demon