ପୁରୁଷତ୍ୱ Purushatwa
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ମନୁଷ୍ୟତ୍ୱ; ମନୁଷ୍ୟର ଧର୍ମ — Manliness; manhood
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ପୌରୁଷ; ଉତ୍ସାହ; ଉଦ୍ୟମ — Manly vigour; energy
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ପୁଂସ୍ତ୍ୱ; ଅଣ୍ଡିରାପଣିଆ; ସ୍ତ୍ରୀସଙ୍ଗମସାମର୍ଥ୍ୟ — Virility; potency; ability to cohabit with a woman
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ମନୁଷ୍ୟୋଚିତ ଶୌର୍ଯ୍ୟ; ବୀର୍ଯ୍ୟ; ବିକ୍ରମ — Manly valour; prowess
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ବୀରତ୍ୱ; ସାହସ — Heroism; valour; courage
- ସଂ. ବି. (ପୁରୁଷ+ଭାବାର୍ଥେ ତା. ତ୍ୱ) — ବଳ; ପରାକ୍ରମ — Might; prowess