ପୁରୁଷକାର Purushakāra

  • ସଂ. ବି. (ପୁରୁଷ+କାର=କରଣ) — ପୁରୁଷତ୍ୱ — Manliness
  • ସଂ. ବି. (ପୁରୁଷ+କାର=କରଣ) — ପୁରୁଷର ଚେଷ୍ଟା, ଯତ୍ନ ବା ପୌରୁଷ — Human activity; manly spirit; valour; prowess; energy
  • ସଂ. ବି. (ପୁରୁଷ+କାର=କରଣ) — ବ୍ୟକ୍ତିଗତ ଉଦ୍ୟମ ବା ଚେଷ୍ଟା — Individual exertion; manly effort
  • ସଂ. ବି. (ପୁରୁଷ+କାର=କରଣ) — ଉତ୍ସାହ — Vigour