ପୁରୁଷ ଶ୍ରେଷ୍ଠ Purusha ṡreshtha

  • ସଂ. ବି.—( 7 ମୀ ତତ୍; ପୁରୁଷ+ଶ୍ରେଷ୍ଠ) — ପୁରୁଷ ଶାର୍ଦ୍ଦୁଳ (ଦେଖ) — Purusha ṡārdduḻa (See)