ପୁରୁଷ ମେଧ Purusha medha

  • ସଂ. ବି — ନରମେଧ; ଯେଉଁ ଯଜ୍ଞରେ ନର ବଳି ଦିଆ ଯାଉଥିଲା — A vedic sacrifice in which a man was offered as a sacrifice
  • ସଂ. ବି — [ଦ୍ର—ଏ ବୈଦିକ ଯଜ୍ଞ କରିବାକୁ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟ— ମାନେ ଅଧିକାରୀ ଥିଲେ। ଏ ଯଜ୍ଞ ଚୈତ୍ର ଶୁକ୍ଳ ଦଶମୀ ଦିନ ଆରବ୍ଧ ହୋଇ 40 ଦିନରେ ସମାପ୍ତ ହେଉଥିଲା। ଯଜ୍ଞର ସମାପ୍ତି ପରେ ଯଜ୍ଞକର୍ତ୍ତା ବାନପ୍ରସ୍ଥାଶ୍ରମ ଗ୍ରହଣ କରୁଥିଲେ। ଏ ଯଜ୍ଞର ବିଧାନ ଶୁକ୍ଳ ଯଦୁର୍ବେଦର 23 ଶ ଅଧ୍ୟାୟରେ ଓ ଶତପଥ ବ୍ରାହ୍ମଣରେ ଅଛି। (ହି. ଶ.)।] — [ଦ୍ର—ଏ ବୈଦିକ ଯଜ୍ଞ କରିବାକୁ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟ— ମାନେ ଅଧିକାରୀ ଥିଲେ ଏ ଯଜ୍ଞ ଚୈତ୍ର ଶୁକ୍ଳ ଦଶମୀ ଦିନ ଆରବ୍ଧ ହୋଇ40ଦିନରେ ସମାପ୍ତ ହେଉଥିଲା ଯଜ୍ଞର ସମାପ୍ତି ପରେ ଯଜ୍ଞକର୍ତ୍ତା ବାନପ୍ରସ୍ଥାଶ୍ରମ ଗ୍ରହଣ କରୁଥିଲେ ଏ ଯଜ୍ଞର ବିଧାନ ଶୁକ୍ଳ ଯଦୁର୍ବେଦର23ଶ ଅଧ୍ୟାୟରେ ଓ ଶତପଥ ବ୍ରାହ୍ମଣରେ ଅଛି (ହି. ଶ.)]