ପୁରୁଷ ଗ୍ରହ Purusha graha

  • ସଂ. ବି (ମ. ପ. ଲୋ; ପୁରୁଷାକୃତି ଗ୍ରହ) — (ଜ୍ୟୋତିଷ) ସୂର୍ଯ୍ୟ, ମଙ୍ଗଳ ଓ ବୃହସ୍ପତି ଗ୍ରହ — (astrology) The plants Sun, Mars and Jupitor