ପୁରୁଷ କୁଞ୍ଜର Purusha kun̄jara

  • ସଂ. ବି — ଶ୍ରେଷ୍ଠ ପୁରୁଷ — An ancient person
  • ସଂ. ବି — (ପୁରୁଷ ପୁଙ୍ଗବ, ପୁରୁଷ ପୁଣ୍ଡରୀକ, ପୁରୁଷ ବ୍ୟାଘ୍ର, ପୁରୁଷର୍ଷଭ, ପୁରୁଷ ସିଂହ, ପୁରୁଷ କେଶରୀ, ପୁରୁଷ ନାଗ—ସମାର୍ଥକ ଶବ୍ଦ)