ପୁରୀପାଣ୍ଡା Purīpāṇḍā

  • ପ୍ରାଦେ. (ଗଞ୍ଜାମ) ବି — 2/3 ଶତାବ୍ଦୀ ପୂର୍ବେ ପୁରୀରୁ ଯାଇ ବିଶାଖାପାଟଣା ଅଞ୍ଚଳରେ ବାସ କରିଥିବା କେତେକ ବ୍ରାହ୍ମଣ — 2/3ଶତାବ୍ଦୀ ପୂର୍ବେ ପୁରୀରୁ ଯାଇ ବିଶାଖାପାଟଣା ଅଞ୍ଚଳରେ ବାସ କରିଥିବା କେତେକ ବ୍ରାହ୍ମଣ—A name by which some Brāhmaṇas who have settled in the Vizag district for 2 or 3 centuries after migrating from Puri, are known
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏମାନେ ପ୍ରାୟ 200 ବର୍ଷ ତଳେ ବିଶାଖାପାଟଣା ଅଞ୍ଚଳକୁ ଆସିଥିଲେ। ବୋଧ ହୁଏ ଏହି ଅଞ୍ଚଳର ତତ୍କାଳୀନ ରାଜା ଏହି କେତେକ ବ୍ରାହ୍ମଣଙ୍କୁ ଡକାଇ ନେଇଥିଲେ। ସେପରି ବ୍ରାହ୍ମଣମାନେ ବର୍ତ୍ତମାନ ସେଠାରେ ପ୍ରାୟ 20/25 ଘର ଅଛନ୍ତି। ଏବେ ସେମାନେ ଅବଶ୍ୟ ଆଦୌ ଓଡ଼ିଆ ଭାଷା ଜାଣନ୍ତି ନାହିଁ, କେବଳ କେତେକ ସ୍ତ୍ରୀଲୋକ ଭଙ୍ଗା ଭଙ୍ଗା ଓଡ଼ିଆ ଭାଷାରେ କଥା କହନ୍ତି। ସ୍ତ୍ରୀ ଓ ପୁରୁଷଙ୍କ ବେଶଭୂଷା ଠିକ୍ ତେଲୁଗୁମାନଙ୍କ ବେଶଭୂଷା ପରି, ତଥାପି ସେମାନଙ୍କୁ ବିଶାଖାପାଟଣାର ସ୍ଥାନୀୟ ଲୋକ ପୁରୀପାଣ୍ଡା ବୋଲି କହୁଛନ୍ତି। ଏମାନଙ୍କ ଅବସ୍ଥା ଭଲ, ନିଜ ନିଜ ପରିବାରର ବିବାହ, ବ୍ରତ ଓ ଶୁଦ୍ଧାଦି କ୍ରିୟାଗୁଡ଼ିକ ଏମାନେ ସେ ଅଞ୍ଚଳର କମା ବ୍ରାହ୍ମଣ ପୁରୋହିତମାନଙ୍କ ଦ୍ୱାରା କରାନ୍ତି।] — [ଦ୍ର—ଏମାନେ ପ୍ରାୟ200ବର୍ଷ ତଳେ ବିଶାଖାପାଟଣା ଅଞ୍ଚଳକୁ ଆସିଥିଲେ ବୋଧ ହୁଏ ଏହି ଅଞ୍ଚଳର ତତ୍କାଳୀନ ରାଜା ଏହି କେତେକ ବ୍ରାହ୍ମଣଙ୍କୁ ଡକାଇ ନେଇଥିଲେ ସେପରି ବ୍ରାହ୍ମଣମାନେ ବର୍ତ୍ତମାନ ସେଠାରେ ପ୍ରାୟ20/25ଘର ଅଛନ୍ତି ଏବେ ସେମାନେ ଅବଶ୍ୟ ଆଦୌ ଓଡ଼ିଆ ଭାଷା ଜାଣନ୍ତି ନାହିଁ, କେବଳ କେତେକ ସ୍ତ୍ରୀଲୋକ ଭଙ୍ଗା ଭଙ୍ଗା ଓଡ଼ିଆ ଭାଷାରେ କଥା କହନ୍ତି ସ୍ତ୍ରୀ ଓ ପୁରୁଷଙ୍କ ବେଶଭୂଷା ଠିକ୍ ତେଲୁଗୁମାନଙ୍କ ବେଶଭୂଷା ପରି, ତଥାପି ସେମାନଙ୍କୁ ବିଶାଖାପାଟଣାର ସ୍ଥାନୀୟ ଲୋକ ପୁରୀପାଣ୍ଡା ବୋଲି କହୁଛନ୍ତି ଏମାନଙ୍କ ଅବସ୍ଥା ଭଲ, ନିଜ ନିଜ ପରିବାରର ବିବାହ, ବ୍ରତ ଓ ଶୁଦ୍ଧାଦି କ୍ରିୟାଗୁଡ଼ିକ ଏମାନେ ସେ ଅଞ୍ଚଳର କମା ବ୍ରାହ୍ମଣ ପୁରୋହିତମାନଙ୍କ ଦ୍ୱାରା କରାନ୍ତି]