ପୁରୀ ନଷ୍ଟ କରିବା Purī nashṭa karibā

  • ଦେ. କ୍ରି. (ସଂ. ପୁରୀ ଓ ନଷ୍ଟରୁ) — ଆପଣାର ଅସଦାଚରଣ ବା ପାପାଚରଣଦ୍ୱାରା କୌଣସି ସ୍ଥାନକୁ ଅପବିତ୍ର କରିବା — To defile a place; to desecrate a place by one's sins
  • ଦେ. କ୍ରି. (ସଂ. ପୁରୀ ଓ ନଷ୍ଟରୁ) — ମନ୍ଦ ଆଚରଣ ବା ଉଦାହରଣ— ଦ୍ୱାରା କୌଣସି ସ୍ଥାନର ସମସ୍ତ ବ୍ୟକ୍ତିଙ୍କୁ ମନ୍ଦ ପଥଆଡ଼କୁ ନେବା — To spoil a whole locality by one's bad example