ପୁରସ୍ତମ Purastaṁa

  • ଗ୍ରା. ବି. (ସଂ. ପୁରୁଷୋତ୍ତମର ଅଶୁଦ୍ଧ ଉଚ୍ଚାରଣ) — ଶ୍ରୀକ୍ଷେତ୍ର; ପୁରୀ ସହର — The town of Puri
  • ଗ୍ରା. ବି. (ସଂ. ପୁରୁଷୋତ୍ତମର ଅଶୁଦ୍ଧ ଉଚ୍ଚାରଣ) — ଯାଉଛି ଅନ୍ଧ ପୁରସ୍ତମକୁ ହେ। ଅନ୍ଧ ସୁଆଙ୍ଗ ଗୀତ।
  • ଗ୍ରା. ବି. (ସଂ. ପୁରୁଷୋତ୍ତମର ଅଶୁଦ୍ଧ ଉଚ୍ଚାରଣ) — ପୁରୁଷୋତ୍ତମ ନାମକ ବ୍ୟକ୍ତିର ଡାକ ନାମ — Name of calling a person named Purushottama