ପୁରସ୍କୃତ Puraskṛuta
- ସଂ. ବିଣ. (ପୁରସ୍+କୃତ) — ସମ୍ମାନିତ — Honoured; respected; revered
- ସଂ. ବିଣ. (ପୁରସ୍+କୃତ) — ପୂଜିତ — Worshipped; adored
- ସଂ. ବିଣ. (ପୁରସ୍+କୃତ) — ସମ୍ପାଦିତ; ସମ୍ପନ୍ନ — Accomplished
- ସଂ. ବିଣ. (ପୁରସ୍+କୃତ) — ପ୍ରସ୍ତୁତ — Prepared; got ready
- ସଂ. ବିଣ. (ପୁରସ୍+କୃତ) — ସମ୍ମୁଖରେ ସ୍ଥାପିତ — Placed or laid before; presented; placed in front
- ସଂ. ବିଣ. (ପୁରସ୍+କୃତ) — ସମ୍ମାର୍ଜିତ — Polished
- ସଂ. ବିଣ. (ପୁରସ୍+କୃତ) — ଅଭିଷିକ୍ତ — Sprinkled with holy water
- ସଂ. ବିଣ. (ପୁରସ୍+କୃତ) — କୃତାଭିଷେକ — Initiated
- ସଂ. ବିଣ. (ପୁରସ୍+କୃତ) — ପୁରସ୍କାରପ୍ରାପ୍ତ — Rewarded
- ସଂ. ବିଣ. (ପୁରସ୍+କୃତ) — ଅଙ୍ଗୀକୃତ — Promised
- ସଂ. ବିଣ. (ପୁରସ୍+କୃତ) — ସମ୍ମତ; ସ୍ୱୀକୃତ — Agreed
- ସଂ. ବିଣ. (ପୁରସ୍+କୃତ) — ଅପବାଦିତ — Calumniated