ପୁରସ୍କୃ (ଧାତୁ) Puraskṛu (root)

  • ସଂ — ଆଗରେ ରଖିବା — To place before or in front (Apte)
  • ସଂ — ନେତା କରିବା — To make one's leader; to put at the head (Apte)
  • ସଂ — ସମ୍ମାନିତ କରିବା; ସମାଦର କରିବା — To honour
  • ସଂ — ସମ୍ବର୍ଦ୍ଧନା କରିବା — To hospitably receive; to welcome
  • ସଂ — ଉପହାର ଦେବା; ପାରିତୋଷିକ ଦେବା — To give a present or reward
  • ସଂ — ଛଳନାରୂପେ ବ୍ୟବହାର କରିବା — To use as a pretext (Apte)