ପୁରସ୍କାର Puraskāra

  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ମାନ୍ୟ କରିବା; ସମ୍ମାନ ଦେଖାଇବା; ସମାଦର — Honour; respecting; treating with honour
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଆଦର; ଅଭ୍ୟର୍ଥନା — Receiving with honour; welcoming; an address
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ପୂଜନ; ପୂଜା — Worshipping
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ବହୁ ମଧ୍ୟରୁ ଏକକୁ ଆଗେ ସମ୍ମାନ ଦେଖାଇବା — Giving preference
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଭେଟି ଦେବା — Act of presenting
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଉପଢୌକନ; ଉପହାର — Present
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଆଗରେ ଥୋଇବା — Laying before
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଭରସା କରିବା; ଆଶା କରିବା — Expecting; anticipating
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ଶତ୍ରୁକୁ ଆକ୍ରମଣ — Attacking; assailing
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ସାଙ୍ଗ ବା ସମ୍ପୂର୍ଣ୍ଣ କରିବା — Perfecting
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ସମାଧା କରିବା; ସମ୍ପନ୍ନ କରିବା — Accomplishing; completing
  • ସଂ. ବି. (ପୁରସ୍=ପ୍ରଥମେ; ସମ୍ମୁଖରେ+କାର) — ପାଲିସ୍ ବା ମସୃଣ କରିବା — Polishing