ପୁରଶ୍ଛଦ Puraṡchhada

  • ସଂ. ବି. (ପୁରଃ+ଛଦ୍ ଧାତୁ= ଘୋଡ଼ାଇବା+କର୍ତ୍ତୃ. ଅ) — ଦର୍ଭ; କୁଶ — The holy grass. Saccharum Cylindricum
  • ସଂ. ବି. (ପୁରଃ+ଛଦ୍ ଧାତୁ= ଘୋଡ଼ାଇବା+କର୍ତ୍ତୃ. ଅ) — ସ୍ତନାଗ୍ର; ଚୁଚୁକ — The nipple of the female breast