ପୁରଶ୍ଚରଣ Puraṡcharaṇa
- ସଂ. ବି. (ପୁରସ୍=ଆଗେ+ଚର୍ ଧାତୁ— ଆଚରଣ କରିବା+ଭାବ. ଅନ) — ପୁରଷ୍କ୍ରିୟା; ସ୍ୱୀୟ ଇଷ୍ଟଦେବତାଙ୍କ ମନ୍ତ୍ରରେ ସିଦ୍ଧିଲାଭ କରିବାପାଇଁ ଇଷ୍ଟଦେବତାଙ୍କୁ ପୂଜା କରି ମନ୍ତ୍ରଜପ, ହୋମ, ତର୍ପଣ, ଅଭିଷେକ ଓ ବ୍ରାହ୍ମଣ— ଭୋଜନ ଏହି ପଞ୍ଚାଙ୍ଗଯୁକ୍ତ ସାଧନା — Fivefold worship of one's supreme Deity in order to attain perfection
- ସଂ. ବି. (ପୁରସ୍=ଆଗେ+ଚର୍ ଧାତୁ— ଆଚରଣ କରିବା+ଭାବ. ଅନ) — ମନ୍ତ୍ରସିଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ବାର ଇଷ୍ଟମନ୍ତ୍ରର ଜପ — Repetition of a Special mystic formula to attain perfection