ପୁରନ୍ଧ୍ରି Purandhri

  • ସଂ. ବି. ସ୍ତ୍ରୀ (ପୁରଂ=ଗୃହକୁ+ଧୃ ଧାତୁ=ଧାରଣକରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ) — କୁଳବତୀ ସ୍ତ୍ରୀ — A respectable lady
  • ସଂ. ବି. ସ୍ତ୍ରୀ (ପୁରଂ=ଗୃହକୁ+ଧୃ ଧାତୁ=ଧାରଣକରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ) — ପତିପୁତ୍ରବତୀ ସ୍ତ୍ରୀ — A woman having her husband and children living
  • ସଂ. ବି. ସ୍ତ୍ରୀ (ପୁରଂ=ଗୃହକୁ+ଧୃ ଧାତୁ=ଧାରଣକରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ) — ଗୃହକର୍ତ୍ତ୍ରୀ; ଗୃହିଣୀ; ଘରଣୀ — House wife; mistress of the house
  • ସଂ. ବି. ସ୍ତ୍ରୀ (ପୁରଂ=ଗୃହକୁ+ଧୃ ଧାତୁ=ଧାରଣକରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ) — ମାଇପୀଲୋକ; ସ୍ତ୍ରୀଜାତି; ସ୍ତ୍ରୀମାତ୍ର — A woman in geneal; a female