ପୁର କୃତ୍ୟ Pura kṛutya

  • ଦେ. ବି — ଘର କାମ; ଗୃହର ନିତ୍ୟକର୍ମ ମାନ — Domestic duties
  • ଦେ. ବି — ପୁରନ୍ଧ୍ରୀ ସମାଜ କଲେ ପୁରକୃତ୍ୟ ପ୍ରଗଲ୍ଲରେ ଅନୁଷ୍ଠାନ— ନନ୍ଦକିଶୋର. ଶର୍ମିଷ୍ଠା।