ପୁର କରିବା Pura karibā

  • ଦେ. କ୍ରି — ଘର କରିବା; ବାସ କରିବା — To live; to exist
  • ଦେ. କ୍ରି — କରଇ ସମସ୍ତ ହୃଦରେ ପୁର—ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।