ପୁମ୍ବତ୍ Pumbat

  • ସଂ. ଅ—(ପୁଂ+ବତ୍) — ପୁରୁଷ ପରି — Like man; masculine;
  • ସଂ. ବିଣ. (ପୁଂ ଓ ସ୍ତ୍ରୀ) — ପୁରୁଷର ଶକ୍ତି ବା ପ୍ରକୃତିବିଶିଷ୍ଟ — Masculine;