ପୁନ୍ନାଟ Punnāṭa

  • ସଂ. ବି — ଚକ୍ରମର୍ଦ୍ଦ (ହି. ଶ) ଚାକୁଣ୍ଡା (ଗଛ) — Cassia Tora (tree)
  • ସଂ. ବି — କର୍ଣ୍ଣାଟକ ନିକଟସ୍ଥ ଦେଶବିଶେଷ — Name of a country near the Karnatic
  • ସଂ. ବି — ଦିଗମ୍ବର ଜୈନ ସଂପ୍ରଦାୟର ସଂଘବିଶେଷ (ହି. ଶ.) — Name of a sect of Digambara Jai̱nas