ପୁନ୍ନରକ Punnaraka

  • ସଂ. ବି (ପୁତ୍+ନରକ) — ପୁତ୍ ନାମକ ନରକ, ଯେଉଁଠାରେ ଅପୁତ୍ରକ ଲୋକ ଦୁଃଖ ଭୋଗ କରେ — The part of hell reserved for the punishment of sonless persons