ପୁନର୍ବିବାହ Punarbibāha
- ସଂ. ବି. — ମୃତଦାରର ବା ବିଧବାର ଦ୍ୱିତୀୟବାର ବିବାହ; ଦୁତୀୟ ହେବା — Remarriage of a widow or widower
- ଦେ. ବି. — ଦ୍ୱିରାଗମନ ରୂପ ସଂସ୍କାର; ପିଲା କନ୍ୟା ଋତୁମତୀ ହେବା ପରେ ସ୍ୱାମୀଙ୍କ ସହିତ ମିଳନରୂପ ଉତ୍ସବ; ଆଶୀର୍ବାଦ ଘର — The ceremony of consummation of marriage of a girl-bride after attaining puberty