ପୁନର୍ବାର Punarbāra

  • ଦେ. କ୍ରି. ବିଣ. (ସଂ. ପୁନଃ+ଓ ବାର) — ପୁନରପି ପୁନଶ୍ଚ; ଆଉ ଥରେ — Once again
  • ଦେ. କ୍ରି. ବିଣ. (ସଂ. ପୁନଃ+ଓ ବାର) — ପୁଣି — Again