ପୁନର୍ବସୁ Punarbasu
- ସଂ. ବି. (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି) — (ଜ୍ୟୋତିଷ) 27 ନକ୍ଷତ୍ର ମଧ୍ୟରୁ 7 ମ ନକ୍ଷତ୍ର — (ଜ୍ୟୋତିଷ)27ନକ୍ଷତ୍ର ମଧ୍ୟରୁ7ମ ନକ୍ଷତ୍ର— . (astrology) The 7th of the lunar mansions
- ସଂ. ବି. (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି) — [ଦ୍ର—ଏହା ଧନୁସାକୃତି ଓ ପଞ୍ଚତାରକାବିଶିଷ୍ଟ। ଏ ନକ୍ଷତ୍ରର ଅଧିଷ୍ଠାତୃ ଦେବତା ଅଦିତି। ଏ ନକ୍ଷତ୍ରରେ ଜନ୍ମ ଗ୍ରହଣ କରିବା ବ୍ୟକ୍ତି ମିତ୍ରବାନ୍, ଯତ୍ନଶୀଳ, ଦାତା ଓ ପ୍ରତାପଶାଳୀ ହୁଅନ୍ତି। ନକ୍ଷତ୍ର ତଳେ ନୋଟ (ଦେଖ)]
- ସଂ. ବି. (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି) — ବିଷ୍ଣୁ — Bishṇu
- ସଂ. ବି. (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି) — ଶିବ — Ṡiba
- ସଂ. ବି. (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି) — କାତ୍ୟାୟନ ମୁନିଙ୍କ ନାମାନ୍ତର — A name of sage Kātyāyana