ପୁନର୍ଦଖଲ Punardakhala

  • ଦେ. ବି—(କଚେରିଆ ଭାଷା; ସଂ. ପୁନଃ+ଆ. ଦଖଲ୍) — ବେଦଖଲ ହୋଇଥିବା ସମ୍ପତ୍ତିରେ ଅଦାଲତଙ୍କ ସାହଯ୍ୟରେ ମିଳିବା ଦଖଲ — Recovery of possession through a court of a property from which one has been dispossessed